SONGS

LIST OF GRAMOPHONE SONGS
RECORDED IN HMV(HIS MASTER VOICE)

କ୍ରମ ଗୀତ କବି
1. "ଆଜ ମୁଁ ଦେଖିଲି ଘନଶ୍ୟାମକୁ ଗୋ" ରାମକୃଷ୍ଣ
2. "ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ" ଉପେନ୍ଦ୍ର ଭଞ୍ଜ
3. "ଦିନୁ ଦିନ ନନ୍ଦ ତନୟ ନବ ନବ ପରା ଲୋ ମିତ" ବନମାଳୀ ଦାସ
4. "ଆଉ କେ ଅଛି କହିବାକୁ" କୃଷ୍ଣଚନ୍ଦ୍ର ତ୍ରିପାଠୀ
5. "କଳାକାହ୍ନୁ କୁହୁକ ଜାଣେ ଯେଣିକି ଚାହିଁଲେ ଦିଶଇ ତେଣେ" ସୂର୍ଯ୍ୟମଣି ଜେମା
6. "ଶ୍ରୀରାଧା ବାତୁଳୀ ପ୍ରେମ ରତ୍ନତୁଳି ଘେନ ଚିହ୍ନରା ଗ୍ରାହକମାନେ" ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି
7. "ମୀନନୟନୀ କ୍ଷୀଣ ହେବନି ମୋ ବିନା" ଭାଗୀରଥି ରଣା
8. "ଚାହାଁରେ ମିତ ନନ୍ଦସୁତ" ସୂର୍ଯ୍ୟମଣି ଜେମା
9. "ଗରଜିଲା ମେଘ ବରଷେ ନାହିଁ ଗୋ" ନିକୁଞ୍ଜ କିଶୋର ଦାସ
10. "ଭିନ୍ନେ ଆଜ ତୋ ରୀତିରେ ପଙ୍କଜନୟନା" ପଦ୍ମନାଭ ନାରାୟଣ ଦେବ
11. "ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି" ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି
12. "ଖେଳାଖଞ୍ଜରୀଟଦୃଶା, ଖଟାଅ ମୋତେ ତା ବେହରଣ ଫୁଲ" କବିସୂର୍ଯ୍ୟ ବଳଦେବ ରଥ, ରତ୍ନାକର ଚମ୍ପୂ
13. "ଯୋଷାବରରେ ଯଥାର୍ଥରେ ଜାଣ ମୁଁ ତୋହରରେ" କବିସୂର୍ଯ୍ୟ ବଳଦେବ ରଥ, ଯ ଗୀତ, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
14. "କେବେ ନ ଥିବା ରୁଷା ଆଜ କାହିଁକି" ଗୋପାଳକୃଷ୍ଣ ପଟ୍ଟନାୟକ
15. "ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉ ଅଛ ପତାକା" ନିତ୍ୟାନନ୍ଦ ଦାସ
16. "ଚକାନୟଙ୍କୁ ପତିତ କେହି ତକାଇ ଖର ନିଶ୍ୱାସ ପକାଇ" ଚନ୍ଦନ ହଜୁରୀଙ୍କ ନାମରେ ଭଣିତ, ଯଦୁମଣି ମହାପାତ୍ର
17. "ଦୂତୀ କର ଧରି ହରି ବୋଇଲେ କିଶୋରୀ" ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି
18. "ଏତେ ବଡ଼ ପରମାଦରେ" ବୃନ୍ଦାବନ
19. "କାନ୍ତ ଏ ବସନ୍ତ କାଳରେ" କବିସୂର୍ଯ୍ୟ ବଳଦେବ ରଥ
20. "ପ୍ରେମର ମୂଲ୍ୟ ଜାଣେ ସିନା" ବିନାୟକ ମିଶ୍ର
21. "ନୂଆନଟପଟଳୀମୁକୁଟ ହେ ନାହିଁ କି ଶ୍ରୀଅଙ୍ଗ ସୁଖ" କବିସୂର୍ଯ୍ୟ ବଳଦେବ ରଥ, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
22. "ପଞ୍ଚବାଣ ବାଣ ବଞ୍ଚନାରେ" ବିନାୟକ ମିଶ୍ର
23. "ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ ବୁଡ଼ିଲି ବିପଦଜଳେ" ନିତ୍ୟାନନ୍ଦ ଦାସ
24. "କୃପାସିନ୍ଧୁ ବଦନ କରି ଅବଲୋକନ" ଦୀନକୃଷ୍ଣ ଦାସ, ଆର୍ତ୍ତତ୍ରାଣ ଚଉତିଶା
25. "ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ" ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି
26. "ଯେବେ ନବଘନ ଶ୍ୟାମ ବଂଶୀସ୍ୱନ ନିଶୀଥରେ ଥରେ ଶୁଣାଯିବ" କବିସୂର୍ଯ୍ୟ ବଳଦେବ ରଥ
27. "ଶ୍ୟାମଳ ଗାତ୍ରେ ମୋ ନେତ୍ର ପଡ଼ିଲାରେ" ବନମାଳୀ ଦାସ
28. "ସହି କି ବ୍ରତ କରି ପାଇଲୁରେ" ଗୋପାଳକୃଷ୍ଣ ପଟ୍ଟନାୟକ
29. "ଭଜମନ ବ୍ରଜବନ ଦ୍ୱିଜରାଜଙ୍କୁ" ଗୋପାଳକୃଷ୍ଣ ପଟ୍ଟନାୟକ
30. "କହଇ ମନ ଆରେ ମୋ ବୋଲ କର" ଭକ୍ତଚରଣ ଦାସ, ମନବୋଧ ଚଉତିଶା
31. "ରଙ୍କର ସଙ୍ଖାଳି" ବିନାୟକ ମିଶ୍ର
32. "ଦେଖ ନନ୍ଦ ନନ୍ଦନ ଗୋ" ବୃନ୍ଦାବନ
33. "କି ଶୁଣିଲି ଆଜ ନୂଆ କରି" ଗୋପାଳକୃଷ୍ଣ ପଟ୍ଟନାୟକ
34. "କି ନାମ ବୋଇଲୁ ତୁହି ଗୋ" ଗୋପାଳକୃଷ୍ଣ ପଟ୍ଟନାୟକ
35. "ହେ ରସ ସିନ୍ଧୁ" ନିକୁଞ୍ଜ କିଶୋର ଦାସ
36. "ମଧୁ ନଗର ନାଗରୀ" ନିକୁଞ୍ଜ କିଶୋର ଦାସ
37. "ଭଜମନ ସବୁରି ଦୁଃଖହର ହରିଙ୍କି" ବିନାୟକ ମିଶ୍ର
38. "ବରଜରାଜ ତନୁଜ" ବିନାୟକ ମିଶ୍ର
39. "କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ" ଭକ୍ତଚରଣ ଦାସ, କଳାକଳେବର ଚଉତିଶା
40. "ଗୋପିକା ବଚନ ଶୁଣି ଉଦ୍ଧବ କହନ୍ତି ବାଣୀ" ଭକ୍ତଚରଣ ଦାସ, ମଥୁରା ମଙ୍ଗଳ
41. "ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ" ଉପେନ୍ଦ୍ର ଭଞ୍ଜ, ବୈଦେହୀଶ ବିଳାସ
42. "ପ୍ରୀତିବତୀ ମତି" ନିକୁଞ୍ଜ କିଶୋର ଦାସ
43. "ନିର୍ମଳ ଚନ୍ଦ୍ର ମଣ୍ଡଳ ଶରଦେ ବିରାଜି" ଉପେନ୍ଦ୍ର ଭଞ୍ଜ
44. "ଆଜି କାଲି ମୁଁ" ନିକୁଞ୍ଜ କିଶୋର ଦାସ
45. "ମନ୍ତ୍ରୀ ମୁଖୁଁ ଶୁଣି କୋପେ ବିଂଶପାଣି" ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣ
46. "ମେଘ ଖଣ୍ଡପ୍ରାୟ ଆକାଶେ ରହିଣ" ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣ
47. "ନୀଳସିନ୍ଧୁ ତୀରେ" ନିକୁଞ୍ଜ କିଶୋର ଦାସ
48. "ଚକାଡୋଳା କିମ୍ପା ଡକା କିମ୍ପା ଡକା ନଶୁଣ ହେ" ବିନାୟକ ମିଶ୍ର
49. "ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି" ଗୌରଚରଣ ଅଧିକାରୀ
50. "ଆସ ଆସ ଆସ ମୋର" କାଳୀଚରଣ ପଟ୍ଟନାୟକ
51. "ବୋହୂ ଚାଲି ନ ଜାଣଇ ଲୋ ପାଦ ପଡ଼ୁଥାଇ ବଙ୍କା" ରଘୁନାଥ ଦାସ
52. "ଶୁଣ ହେ ସୁଜନ ଜନେ" ରଘୁନାଥ ଦାସ
53. "ପଥର ହେଲ ହେ ପ୍ରଭୁ ପଥରଟେକା" ରାଧାମାଧବ
54. "ତୁମ୍ଭ ଶୁଣିବାକୁ ମୋହ କହିବାକୁ ସମୟ ନାହିଁ ମୁରାରୀ" ନିତ୍ୟାନନ୍ଦ ଦାସ
55. "ଥିବା ଯାଏ ଜୀବ" ନିକୁଞ୍ଜ କିଶୋର ଦାସ
56. "ବନମାଳୀ ମୋତେ କେବେ" ଦାମୋଦର ଛୋଟରାୟ
57. "ରାଧେ ଗୋବିନ୍ଦ ଭଞ୍ଜ ନନ୍ଦନନ୍ଦନ ବଂଶୀବଦନ ବୃନ୍ଦାବନଚନ୍ଦ୍ର ଭଜ" ଗୌରଚରଣ ଅଧିକାରୀ
58. "ଥକାମନ ଚାଲ ଯିବା ଚକାନୟନ ଦେଖିବା" ସାରିଆ ଭିକ
59. "ରାମ ନାମ ଭଜ ମନ" ନିକୁଞ୍ଜ କିଶୋର ଦାସ
60. "ଭଗବାନ ବୋଲୁ ଯାହାକୁ" ବିନାୟକ ମିଶ୍ର
61. "ଭାଗବତ ଭଜନମାଳା" ଯଶୋବନ୍ତ ଦାସ
62. "ଧନ ଏ ଧୂଳି ଖେଳରେ" ନିକୁଞ୍ଜ କିଶୋର ଦାସ
63. "କଳାକୃଷ୍ଣ ହେ କଳା କମଳ ଆଖି" ନିକୁଞ୍ଜ କିଶୋର ଦାସ
64. "ଏଇ ଯା ଦେଖୁଛ" କୃଷ୍ଣ ପ୍ରସାଦ
65. "କରିଛି କି ମୁହିଁ ଗୁମାନ" ଗୋପାଳକୃଷ୍ଣ ପଟ୍ଟନାୟକ
66. "ଅନାଇଁ ନାହିଁ ନାଗର ମଣିକି" କବିସୂର୍ଯ୍ୟ ବଳଦେବ ରଥ
67. "ଗୁରୁଙ୍କ ଗହଣେ ମିଥିଳା କଟକେ" ନିକୁଞ୍ଜ କିଶୋର ଦାସ
68. "ମୁହିଁ ଦୀନ ଭିକାରୀ" ବିନାୟକ ମିଶ୍ର
69. "ପ୍ରୀତି ଯେତିକି ସୁଆଦ" ବନମାଳୀ ଦାସ
70. "ସହିରେ ସତେ କି" ବିନାୟକ ମିଶ୍ର
71. "ଆହେ ଦୀନବନ୍ଧୁ ଏବେ ବନ୍ଧୁପଣ ଜଣାପଡ଼ିଲା" ରାଜେନ୍ଦ୍ର ହରିଚନ୍ଦନ
72. "ଜୟ ଜୟ ପୀତବସନ ବନମାଳୀ" ନିକୁଞ୍ଜ କିଶୋର ଦାସ
73. "ସୀତୟା ଅଶୋକ ବନେ" ରଘୁନାଥ ଦାସ
74. "କୃଷ୍ଣ କଥା ଦିନେ" ବିଦ୍ୟାଧର
75. "କୋଳି କେ ନେବରେ ବହନ ହୋଇଣ ଆସ" ଗୌରଚରଣ ଅଧିକାରୀ, କୃଷ୍ଣଲୀଳା
76. "ଧରମ ନାମରେ ଯାହା" ନିକୁଞ୍ଜ କିଶୋର ଦାସ
77. "ମୁନି ମିଥିଳା ଗଲେ" ନିକୁଞ୍ଜ କିଶୋର ଦାସ
78. "କି ହେବ ଶୁଆ ପୋଷିଲେ ହରି ନାମ ନ ଘୋଷିଲେ" ବନମାଳୀ ଦାସ
79. "କୋଇଲି ଲୋ କେଶବ ଯେ ମଥୁରାକୁ ଗଲା" ମାର୍କଣ୍ଡ ଦାସ, କେଶବ କୋଇଲି
80. "କୃଷ୍ଣ କଥା ଭାଳି ଗୋପୀ ସକଳ" ଦନାଇ ଦାସ, ଗୋପୀଭାଷା
81. "ବ୍ରଜେନ୍ଦ୍ର ନନ୍ଦନ ସହି ଏକା ଶ୍ରୀରାଧାର" ଗୋପାଳକୃଷ୍ଣ ପଟ୍ଟନାୟକ
82. "ବଡ଼ ମାୟାବୀ ଜୀବ ନୁହେଁ କାହାରି" ଯଶୋବନ୍ତ ଦାସ
83. "ଆରତ ତାରଣ ବାନା" ରାଜେନ୍ଦ୍ର ହରିଚନ୍ଦନ
84. "ଦୀନ ବାନ୍ଧବ ଦୟା ଯେବେ" ପଦ୍ମନାଭ ନାରାୟଣ ଦେବ
85. "ଜାନକୀ କାନ୍ତକୁ ଚାହିଁ ଯେ କୋମଳ ବଚନ କହି" କେଶବ ପଟ୍ଟନାୟକ, ଅନେଶୋତ ରାମାୟଣ
86. "କହ ହନୁ ମୋର କାନ୍ତର କୁଶଳ ଲକ୍ଷ୍ମଣର ସର୍ବ କୁଶଳ" ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣ
87. "ଆହା ଧନୁର୍ଦ୍ଧର ବୀରବର ଧନୁଶର ନ ଥିଲା କି କର" ବିଶ୍ୱନାଥ ଖୁଣ୍ଟିଆ, ବିଚିତ୍ର ରାମାୟଣ
88. "ସୁଖ ଦୁଃଖ ଦୁଇ ସହୋଦର ଭାଇ" ବିନାୟକ ମିଶ୍ର
89. "କେତେ କାଳ ଆଉ ନ ଭଜି ତୁ ରହୁ" ଜାନକୀ ମିଶ୍ର
90. "ଜଗବନ୍ଧୁ ତୁହି ବଡ଼ କପଟୀ" ନିକୁଞ୍ଜ କିଶୋର ଦାସ
91. "ନୀଳମଣି ହେ" ନିକୁଞ୍ଜ କିଶୋର ଦାସ
92. "କି ହେଲା ସଜନୀ" ବନମାଳୀ ଦାସ
93. "କାଳ କାଳ ଥିବ ରହି ହେ ନୀଳାଚଳବିହାରୀ" ଜାନକୀ ମହାନ୍ତି
94. "ଏଥୁ ଅନ୍ତେ ସୀତାଙ୍କୁ ପଚାରେ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
95. "ବନଗିରି ଦଇବ କଲା ଏତେ ସରି" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
96. "ସୀତାଙ୍କ ରୋଦନ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
97. "ଜାନକୀଙ୍କ ବଚନେ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
98. "ସୀତା ସୀତା ବୋଲି ଅବନୀରେ ପଡ଼ି ରାମ କରନ୍ତି ରୋଦନ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
99. "କେତେହେକ ଦୂରେ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
100. "ପକ୍ଷୀକି ଦହନ କଲେ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
101. "ଶବର ଶବରୀ ବାଣୀ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
102. "ସୀତା ହରାଇଣ ପ୍ରଭୁ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
103. "ଶ୍ରୀରାମଙ୍କୁ ଦେଖି ସୁଗ୍ରୀ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
104. "ରତ୍ନଚୂଡ଼ି ଦେଖି ରାମ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
105. "ଶ୍ରୀରାମ ବୋଲନ୍ତି ମିତ୍ର" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
106. "ଏହା ଶୁଣି ସୁଗ୍ରୀବ ଯେ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
107. "ସୁଗ୍ରୀକି ଚାହିଁଣ ଯେ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
108. "ବରଷା ଅନ୍ତେ ଶରଦ ପ୍ରବେଶ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
109. "ଶୁଣି ତାରା ନାରୀ ଧୀରେ କଲାକ ଗମନ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
110. "କେମନ୍ତେ ଶ୍ରୀରାମଙ୍କୁ ବାରତା ଦେଇ ଯିବା" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
111. "ସଂଧ୍ୟାକାଳେ ହନୁବୀର" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
112. "କେ ବୋଲଇ କେତେ ଗୋ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
113. "ପ୍ରଭାତୁ ଉଠିଣ ସତୀ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
114. "ଏହାଶୁଣି ଜାନକୀ ଯେ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
115. "ଅକ୍ଷୟ ମରଣ ଶୁଣିଣ ରାବଣ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
116. "ହନୁମନ୍ତ ବୋଲଇ" ବୈଶ୍ୟ ସଦାଶିବ, ସଦାଶିବ ରାମାୟଣ
117. "ସେ ଡାଳେ ବସିଥିଲା ଶୁଆଶାରୀ" ବାଇଧର ପାଠୀ
118. "ଏ ଦୁନିଆ ଜଟିଳ" ବାଇଧର ପାଠୀ
119. "ବିବେକୀ ବିବେକ କର ଗୋ" କେଶବ ପଟ୍ଟନାୟକ, ଅନେଶୋତ ରାମାୟଣ
120. "ଜଗାକାଳିଆକୁ କାହିଁକି ଡାକ" ରାଜେନ୍ଦ୍ର ହରିଚନ୍ଦନ
121. "ନୀଳଚକ୍ରେ ଉଡ଼େ ନେତ ଲୋ" ରାଜେନ୍ଦ୍ର ହରିଚନ୍ଦନ
122. "ଜଗତରନାଥ କାଳିଆ ସାଆନ୍ତ" କାଳୀଚରଣ ପଟ୍ଟନାୟକ
123. "ବେଳଥାଉଁ ଡାକ" ବିନାୟକ ମିଶ୍ର
124. "ଦେଖ ଯା ଚକାଡୋଳାକୁ ଭୁଲନା କାଳୀଦଳାକୁ" ବିନାୟକ ମିଶ୍ର
125. "ବାୟାମନ ଚାଲ ଏଥର ବେଶୀ ବାଟ ନୁହେଁ ଶିରିକ୍ଷେତର" ଦେବନାରାୟଣ ସିଂହ